ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତାତିଠୁ ଅଧିକ ଗରମ ଲାଗୁଛି

ଭୁବନେଶ୍ବର : ପାହାନ୍ତା ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି। ଦିନରେ ଖରାର ପ୍ରକୋପ ଏତେ ଯେ ବର୍ଷା ଋତୁ ବି ଗ୍ରୀଷ୍ମଋତୁ ଭଳି ଲାଗିଲାଣି। ଗତ ୩ଦିନ ହେଲା ଏମିତି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢ଼ିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି। … Continue reading ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତାତିଠୁ ଅଧିକ ଗରମ ଲାଗୁଛି